ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଙ୍ଗ ଜରିଆରେ ରାଜ୍ୟର ଚତୁର୍ଥ ପ୍ଲାଜମା ବ୍ଯାଙ୍କ ଏମକେସିଜି ମେଡିକାଲ ବ୍ରହ୍ମପୁର ଠାରେ ଲୋକାର୍ପିତ କରିଛନ୍ତି । Read more
ଗଞ୍ଜାମ ଏସପିଙ୍କ ଉପସ୍ଥିତିରେ ଛତ୍ରପୁର ଠାରେ କୋଭିଡ୍ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳୀ ଓ ସମ୍ମାନ ଜଣାଇ ନୀରବ ପ୍ରାର୍ଥନା କରାଯିବା ସହିତ ଶପଥ ପାଠ କରାଯାଇଥିଲା । Read more
ଗଞ୍ଜାମ ଜିଲ୍ଲାର ଆଦର୍ଶ ଥାନା ଛତ୍ରପୁର ପରିସରରେ କୋଭିଡ୍ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳୀ ଓ ସମ୍ମାନ ଜଣାଇ ନୀରବ ପ୍ରାର୍ଥନା କରାଯିବା ସହିତ ଶପଥ ପାଠ କରାଯାଇଥିଲା । Read more
ଗଞ୍ଜାମ ଜିଲ୍ଲାର ଆସ୍କା ପୁଲିସ ଥାନା ପରିସରରେ କୋଭିଡ୍ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳୀ ଓ ସମ୍ମାନ ଜଣାଇ ନୀରବ ପ୍ରାର୍ଥନା କରାଯିବା ସହିତ ଶପଥ ପାଠ କରାଯାଇଥିଲା । Read more
CM Naveen Patnaik inaugurated two dedicated Covid Hospitals with a capacity of 150 beds each in Ganjam district. The hospitals are functional at AMIT Hospital, Golanthara and MKCG Medical College, Berhampur. Read more
Farmers worried about no rain: No rain Farmers are working on the pady by fetching water from the boring with peas. Read more
ଓଡ଼ିଶା କଂଗ୍ରେସର ପକ୍ଷରୁ ଭୁବନେଶ୍ୱରରେ ମୋଦୀ ଏବଂ ଶାହାଙ୍କ ନେତୃତ୍ୱାଧୀନ ବିଜେପି ଦ୍ଵାରା ଭାରତର ଗଣତାନ୍ତ୍ରିକ ନୈତିକତା ଏବଂ ସାମ୍ବିଧାନିକ ମୂଲ୍ୟବୋଧ ଉପରେ ହୋଇଥିବା ଆକ୍ରମଣ ବିରୋଧରେ ପ୍ରତିବାଦ । Read more
କୋରାପୁଟ ସାଂସଦ ସପ୍ତଗିରି ଉଲକା ସାଂସଦ ପାଣ୍ଠିରୁ କୋଭିଡ୍ ପରିଚାଳନା ପାଇଁ ରାୟଗଡା ଜିଲ୍ଲା ପାଇଁ ଏକ ଆମ୍ବୁଲାନ୍ସ ପ୍ରଦାନ କରିଛନ୍ତି । Read more
ଆଦର୍ଶ ପୁଲିସ ଥାନା ପାରଳାଖେମୁଣ୍ଡି ଦ୍ବାରା ୪୦ ବୋତଲ(୭.୨ଲିଟର) ବିଦେଶୀ ମଦ ଜବତ କରିବା ସହିତ ଜଣଙ୍କୁ ଗିରଫ କରାଯାଇଛି । Read more