Jajpur Collector Chakravati sing Rathore conducting a grievance hearing session at his office on Monday. Read more
କବିସୂର୍ଯ୍ୟ ନଗର ବ୍ଳକ ଅନ୍ତର୍ଗତ ଶିଆଳିଆ ଖମା ନାଳ ଠାରେ ବଜ୍ରାଘାତ ରେ ତିନିଟି ଗାଇ ମୃତ । ଗାଈ ଗୁଡିକ ଜୁତିଆ ଗୌଡ଼ଙ୍କ ବୋଲି ଜଣାପଡିଛି । (ଫଟୋ- ଉମାଚରଣ ପଟ୍ଟନାୟକ। ) Read more
ଆସ୍କା ବିଧାୟିକା ମଞ୍ଜୁଳା ସ୍ବାଇଁ ଦ୍ବାର ଯୁବ ବିଜୁ ଜନତା ଦଳ କର୍ମୀ ମାନେ ପଞ୍ଚମ ଦିନରେ ଅସହାୟଙ୍କୁ ରନ୍ଧା ଖାଦ୍ଯ ବଣ୍ଟନ କରୁଛିନ୍ତି। Read more
ମୁଖମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆସ୍କା ବିଧାୟିକାଙ୍କ ଦ୍ଵାରା କରୋନା ମହାମରୀ ସମୟରେ ଗରିବ ଓ ଅସହାୟ ଲୋକ ମାନଙ୍କୁ ଦ୍ୱିତୀୟ ଦିନ ରନ୍ଧା ଖାଦ୍ୟ ବଣ୍ଟନ । Read more
ଆସିକା ବିଧାୟିକାଙ୍କ ନିର୍ଦ୍ଦେଶ କ୍ରମେ ଆସିକା ବିଜୁ ଜନତା ଦଳ ତରଫରୁ ଗରିବ ଓ ଅସହାୟଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ । Read more
ବୋଲଗଡ଼ ଅଞ୍ଚଳର ଅସରଳା ଦଳ ଗ୍ରାମପଞ୍ଚାୟତର ପାନୀୟ ଜଳର ସମସ୍ୟା ଉତ୍କଟ ଅଭାବ ନେଇ ମହିଳା ମାନେ ପଞ୍ଚାୟତ କାର୍ଯ୍ଯାଳୟରେ ତାଲା ପକାଇ ଧାରଣାରେ ବସିଛନ୍ତି । (ଫଟୋ-ସୁଶାନ୍ତ କୁମାର ପ୍ରଧାନ। ) Read more
ଦ୍ୱିତୀୟ ପର୍ଯ୍ୟାୟ କରୋନା ଲହରକୁ ନଜରରେ ରଖି ହିଞ୍ଜିଳି ବସଷ୍ଟାଣ୍ଡରେ ପ୍ରସାଶନ ତରଫରୁ ଆଗୁଆ ସାନିଟରାଇଜ ଵ୍ୟଵସ୍ଥା ।(ଫୋଟ- ସାନ୍ତନୁ କୁମାର ବେହେରା) Read more