ଲୋକଙ୍କ ହିତରେ ଆସୁନି ବ୍ରହ୍ମପୁର ପାଇକାରୀ ଭଣ୍ଡାର,ପୂର୍ବତ୍ତନ ସଭାପତି ଓ ସମ୍ପାଦକ ବିରୋଧରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ,ଠିକା ନିଯୁକ୍ତିରେ ଅର୍ଥ ଆତ୍ମସାତ, ପରିଶୋଧ ହୋଇନି ବ୍ୟାଙ୍କ ଋଣ । Read more
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ତୃତୀୟ ପର୍ଯ୍ୟାୟ କାର୍ଯ୍ୟ ନେଇ ଜିଲ୍ଲା ପରିଷଦର ଭିଡିଓ କନଫରେନ୍ସିଂ ବୈଠକ । Read more
ଭୁଵନେଶ୍ଵର ଆଇ.ଓ.ସି.ଏଲ. ଟାଙ୍କି ଵିସ୍ଫୋରଣ ଘଟଣାର ଵିଚାର ଵିଭାଗୀୟ ତଦନ୍ତ, ଏହି ଘଟଣାରେ ପ୍ରତ୍ୟେକ କ୍ଷତିଗ୍ରସ୍ତଙ୍କୁ ପର୍ଯାପ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଦାବି । Read more
ଗାଙ୍ଗପୁର ରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଚୋରା ରେ ଖଇନି ଚାଲାଣ, ସରକାରଙ୍କ ଲକ୍ଷାଧିକ ଟଙ୍କାର ରାଜସ୍ବ କ୍ଷତି । Read more