ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୧୩୨।

ଭୁବନେଶ୍ବର ୧୪/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୧୩୨ । ପଜିଟିଭ ସଂଖ୍ୟା ୯,୯୩,୫୦୭ ଚିହ୍ନଟ ହୋଇଛନ୍ତି ୯,୭୫,୯୯୯ ଜଣ ସୁସ୍ଥ ହୋଇଥିବା ବେଳେ ୧୦,୬୩୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୬୮୨୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୫୫,୨୦୪ ସୁସ୍ଥ ସଂଖ୍ୟା ୧,୪୯,୯୨୭ ଚିକିତ୍ସିତ ସଂଖ୍ୟା ୩,୮୯୮, ମୃତ ସଂଖ୍ୟା ୧୩୬୯ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୮,୭୩୭ ସୁସ୍ଥ ସଂଖ୍ୟା ୮୬,୯୧୬ ଚିକିତ୍ସିତ ସଂଖ୍ୟା ୧,୩୧୭, ମୃତ ସଂଖ୍ୟା ୫୦୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୫୨୧ ସୁସ୍ଥ ସଂଖ୍ୟା ୩୩,୦୦୪ ଚିକିତ୍ସିତ ସଂଖ୍ୟା ୪୭, ମୃତ ସଂଖ୍ୟା ୪୬୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୦,୯୫୧ ସୁସ୍ଥ ସଂଖ୍ୟା ୬୦,୨୫୫ ଚିକିତ୍ସିତ ସଂଖ୍ୟା ୧୨୫ ,ମୃତ ସଂଖ୍ୟା ୫୬୭, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୫୪୫ ସୁସ୍ଥ ସଂଖ୍ୟା ୧୧,୪୪୨ ଚିକିତ୍ସିତ ସଂଖ୍ୟା ୫୫ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment