ବିଜେପିର ଶତାଧିକ କର୍ମୀ ବିଜେଡିରେ ଯୋଗଦେଲେ।

ବୁଗୁଡା,୨୬/୦୭(ପିପିଟି); ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମ ପଞ୍ଚାୟତ ସ୍ତରୀୟ ମିଶ୍ରଣ ପର୍ବ ମାଣିତରା ବଡ଼ଦାଣ୍ଡ ଠାରେ ଅନୁଷ୍ଠିତ ହୋଇଯାଇଛି।ବିଜେପି ସମିତିସଭ୍ୟ ପାର୍ଥି ଦେବେନ୍ଦ୍ର ଜେନା (ପିଙ୍କୁ )ଙ୍କ ନେତୃତ୍ୱରେ ୧୦୦ ରୁ ଉର୍ଦ୍ଧ୍ବ ପରିବାର ବିଜେପି ଦଳ ତ୍ୟାଗକରି ବିଜୁ ଜନତା ଦଳରେ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି। ଜନ ପ୍ରତିନିଧି ଉପସ୍ଥିତ ଥିଲେ।

Comments (0)
Add Comment