ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଶେରଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର,ପ୍ରଥମିକ ସ୍ବାସ୍ଥ୍ୟ କେନ୍ଦ୍ର,କୁଲାଗଡ,ଆଇସୋଲେସନ୍ ପାଇଁ ପ୍ରସ୍ତୁତ ହୋଇଥିବା ମହାତ୍ମା ଗାନ୍ଧୀ ହାଇସ୍କୁଲ,ଶେରଗଡ ଓ କୁଲାଗଡ ହାଇସ୍କୁଲ ପରିଦର୍ଶନ କରି ତଦାରଖ କରିବା ସହିତ କୁଲାଗଡ ଠାରେ ସଙ୍ଗରୋଧ ରହିଥିବା ପରିବାର ସହିତ ଆଲୋଚନା କରିଥିଲେ । ଜିଲ୍ଲାପାଳଙ୍କ ଶେରଗଡ ବିଡିଓ ମଧ୍ୟ ଉପସ୍ଥିତ ଥିଲେ । Read more
ଗଞ୍ଜାମ ଜିଲ୍ଲା ସରକାରୀ କର୍ମଚାରୀ ମାନେ ଏକ ଦିନର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବା ପାଇଁ ନିଷ୍ପତ୍ତି Read more
କରୋନା ଭାଇରସ୍ କୁ ରୋକିବା ପାଇଁ ପୁଡୁଚେରୀ ରେ ଲକ୍ ଡାଉନ ର ପ୍ରଭାବ । ସାଧାରଣ ଜନତା ସଚେତନ ଓ ସହଯୋଗ କରୁଛନ୍ତି ।ରାସ୍ତା ଘାଟ ଶୂନଶାନ । Read more