ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୫୨ ।

ଭୁବନେଶ୍ବର,ତା-୧୭/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୫,୧୪୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୦,୨୦୮, ଚିକିତ୍ସିତ ସଂଖ୍ୟା ୩,୦୬୧ ମୃତ ସଂଖ୍ୟା ୧,୮୨୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୫୨ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୨,୨୭୬, ସୁସ୍ଥ ସଂଖ୍ୟା ୫୧,୬୪୫,ଚିକିତ୍ସିତ ସଂଖ୍ୟା ୩୧୦ ଏବଂ ମୃତ ସଂଖ୍ୟା ୩୧୧ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୫୧ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୨ ବୋଲି ଜଣାପଡିଛି ।

Comments (0)
Add Comment