ଭୁବନେଶ୍ବର,ତା-୧୪/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୪,୦୮୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୧୯,୦୬୯, ଚିକିତ୍ସିତ ସଂଖ୍ୟା ୩,୨୫୬ ମୃତ ସଂଖ୍ୟା ୧,୮୧୧ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୯ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୨,୧୪୨, ସୁସ୍ଥ ସଂଖ୍ୟା ୫୧,୫୧୭,ଚିକିତ୍ସିତ ସଂଖ୍ୟା ୩୦୪ ଏବଂ ମୃତ ସଂଖ୍ୟା ୩୧୧ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୩୨ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୯ ବୋଲି ଜଣାପଡିଛି ।

Comments (0)
Add Comment