ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୦୮ ।

ବ୍ରହ୍ମପୁର,ତା-୧୦/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୨,୬୪୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୧୭,୪୧୨, ଚିକିତ୍ସିତ ସଂଖ୍ୟା ୩,୩୮୩ ମୃତ ସଂଖ୍ୟା ୧,୭୯୪ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୦୮ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୭୦୨, ସୁସ୍ଥ ସଂଖ୍ୟା ୨୧,୪୨୩, ଚିକିତ୍ସିତ ସଂଖ୍ୟା ୨୬ ଏବଂ ମୃତ ସଂଖ୍ୟା ୨୪୫ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୪୩ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୦୮ ବୋଲି ଜଣାପଡିଛି ।

Comments (0)
Add Comment