ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୨୬ ।

ଭୁବନେଶ୍ବର,ତା-୧୯/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୧,୭୮୮ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୦୧,୭୭୭, ଚିକିତ୍ସିତ ସଂଖ୍ୟା ୮,୩୬୬ ମୃତ ସଂଖ୍ୟା ୧,୫୯୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୨୬ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୦,୯୨୫, ସୁସ୍ଥ ସଂଖ୍ୟା ୪୯,୮୭୨,ଚିକିତ୍ସିତ ସଂଖ୍ୟା ୭୭୧ ଏବଂ ମୃତ ସଂଖ୍ୟା ୨୭୨ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୮୬୮ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୨୬ ବୋଲି ଜଣାପଡିଛି ।

Comments (0)
Add Comment