କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୦୯ ।

କଟକ,ତା-୦୫/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୭,୨୭୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୮୨,୦୭୩, ଚିକିତ୍ସିତ ସଂଖ୍ୟା ୧୩,୭୭୦, ମୃତ ସଂଖ୍ୟା ୧,୩୭୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୦୯ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୬,୪୧୨, ସୁସ୍ଥ ସଂଖ୍ୟା ୨୫,୨୨୭,ଚିକିତ୍ସିତ ସଂଖ୍ୟା ୧,୦୬୬, ମୃତ ସଂଖ୍ୟା ୧୧୫ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୩୮୫ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୦୯ ବୋଲି ଜଣାପଡିଛି ।

Comments (0)
Add Comment