କବିସୂର୍ଯ୍ଯ ନଗର,୦୬/୧୦(ପିପିଟି);କବିସୂର୍ଯ୍ଯ ନଗର ପୁଲିସ ମୋଟରସାଇକେଲ ଚୋରି ଘଟଣାରେ ଜଣଙ୍କୁ ଗିରଫ କରିବା ସହ ୫ଟି ମୋଟରସାଇକେଲ ଜବତ କରିଛି । ଥାନା କେଶ ନମ୍ବର ୨୬୦/୨୦ ,ଧାର ୩୭୯ ଅନୁଯାୟୀ କଂଗ୍ରେସ ଓରଫ ମାଣ୍ଡିଆ ବିଶ୍ବାଳକୁ ଗିରଫ କରାଯାଇଥିବା ନେଇ ଆଇଆଇସି ପ୍ରଭାତ କୁମାର ସାହୁ ସୂଚନା ଦେଇଛନ୍ତି । (ରିପୋର୍ଟ – ଉମା ଚରଣ ପଟ୍ଟନାୟକ ।)