୫ଜଣ ଜୁଆଡ଼ି ଗିରଫ, ଟଙ୍କା ଓ ମୋବାଇଲ ଜବତ ।

ଭଞ୍ଜନଗର,୦୬/୦୧(ପିପିଟି); ଭଞ୍ଜନଗର ଥାନା ଅନ୍ତର୍ଗତ ନବ ଗୋଚ୍ଛା ଗ୍ରାମର ଏକ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି ସେଠାରୁ ୫ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ନଗଦ ୧୮,୭୬୦ଟଙ୍କା,୪ଟି ମୋବାଇଲ ଫୋନ ଓ ତାସ ଜବତ ହୋଇଛି।ଭଞ୍ଜନଗର ଥାନାରେ ଏସମ୍ପର୍କରେ ୦୯/୨୧ରେ ଏକ କେଶ ରୁଜ୍ଜୁ କରାଯାଇଥିବା ଜଣାପଡିଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment