ଜଗତସିଂହପୁର,୧୩/୦୮(ପିପିଟି);ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ନୂତନ ଭାବେ ନିଯୁକ୍ତ ୨୦ଜଣ କନିଷ୍ଠ ରାଜସ୍ୱ ସହାୟକଙ୍କୁ ନିଯୁକ୍ତି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ସେମାନଙ୍କୁ ସ୍ୱାଗତ କରି ସେ 5T ନୀତି ଗ୍ରହଣ କରି ଅତି ଆନ୍ତରିକତା ଏବଂ ଉତ୍ସର୍ଗୀକୃତ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ଯାହା ସାଧାରଣ ଲୋକଙ୍କ ପାଇଁ ପ୍ରଭାବଶାଳୀ ଶାସନ ହାସଲ କରିବା ପାଇଁ କାର୍ଯ୍ୟ କରିବ ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)