୧୫ତମ ବିଜୁ ପଟ୍ଟନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ।

ବ୍ରହ୍ମପୁର,୦୨/୦୩(ପିପିଟି): ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଖେଳ ପଡିଆ ଠାରେ ଆଲ୍ଫା ସ୍ପୋର୍ଟିଂ କ୍ଳବ୍ ତତଫରୁ ୧୫ତମ ବିଜୁ ପଟ୍ଟନାୟକ ମେମୋରିଆଲ୍ ଟ୍ରଫି କ୍ରିକେଟ୍ ଟୁର୍ଣ୍ଣlମେଣ୍ଟ ଉଦଘାଟନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ,ପୂର୍ବତନ ବିଧାୟକ ବ୍ରହ୍ମପୁର ଡ଼.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ବିକ୍ରମ କୁମାର ପଣ୍ଡା ଯୋଗ ଦେଇଛନ୍ତି। ମାନ୍ୟଗଣ୍ୟ ବ୍ୟକ୍ତି ଓ ଉଭୟ ଦଳର ଖେଳାଳୀ ମାନେ ଉପସ୍ଥିତ ଥିଲେ।

Comments (0)
Add Comment