ହିଞ୍ଜିଳିକାଟୁ ବ୍ଳକରେ ୮ ସମିତି ସଭ୍ଯ ଓ ୪ ସରପଞ୍ଚ ଅପ୍ରତିଦ୍ବନ୍ଦୀ।

ବ୍ରହ୍ମପୁର, ୨୬/୦୧(ପିପିଟି): ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁ ବ୍ଳକରେ ୮ ସମିତି ସଭ୍ଯ, ୪ ସରପଞ୍ଚ ଓ ୧୫୩ ୱାର୍ଡ ସଭ୍ଯ ଅପ୍ରତିଦ୍ବନ୍ଦୀ ହୋଇଛନ୍ତି। ହିଞ୍ଜିଳିକାଟୁ ବ୍ଳକରେ ୩୦୭ ୱାର୍ଡ ରହିଛି। ପୁରୁଷ ଭୋଟର ସଂଖ୍ଯା ୫୧୭୯୪,ମହିଳା ଭୋଟର ସଂଖ୍ଯା ୪୬୪୧୮ ଓ ଅନ୍ଯ ଭୋଟର ୧୨ ରହିଥିବା ଜଣାପଡିଛି। ହିଞ୍ଜିଳିକାଟୁ ବ୍ଳକରେ ବିଜେପି ଓ କଂଗ୍ରେସ ଦଳ ପ୍ରାର୍ଥୀ ଦେଇଥିଲେ ମଧ୍ଯ ବିଜେଡିର ଏକ ତରଫା ବିଜୟୀ ହେବା ସମ୍ଭାବନା ରହିଛି।

Comments (0)
Add Comment