ହତ୍ଯା କରାଯାଇଥାବା ଶିଶୁର ପରିବାରକୁ ଭେଟି ସମବେଦନା ଜଣାଇଲେ ବିଧାୟକ ।

ପୋଲସରା,୦୩/୦୬(ପିପିଟି);ପୋଲସରା ବ୍ଲକ ଅନ୍ତର୍ଗତ ଭାବରଡା ଗ୍ରାମର ଆଦର୍ଶ ସାହୁଙ୍କ ତିନି ବର୍ଷର ଶିଶୁକୁ ଅମାନୁଷିକ ନିର୍ମମ ଭାବେ ହତ୍ୟା କରାଯାଇଅଛି। ଆଜି ଉକ୍ତ ସ୍ଥାନକୁ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

Comments (0)
Add Comment