ଯାଜପୁର,୧୯/୦୮(ପିପିଟି): ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲର ନୂତନ ତହସିଲଦାର ଭାବେ ସ୍ୱାଗତ ଦାସ ଆଜି ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ପାଲହଡା ତହସିଲର ତହସିଲଦାର ଭାବେ କାର୍ଯ୍ୟରତ ଥିଲେ ।