ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ବଣ୍ଟନ।

ବୁଗୁଡା,୦୬/୧୦(ପିପିଟି): ବୁଗୁଡା ବଡଦାଣ୍ଡ କଳିଙ୍ଗ ବୈଶ୍ୟ ସଂଘ ଭବନ ଠାରେ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଆନୁକୂଲ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୧୧୧ ଗୋଟି ଏସଏଚଜି ମହିଳା ମାନଙ୍କୁ ଋଣ ପ୍ରଦାନ କରିଛନ୍ତି। ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ସମ୍ପାଦକ ,ବ୍ୟାଙ୍କ କର୍ମଚାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ।

Comments (0)
Add Comment