ସୁଖ ଦୁଃଖର ସାଥି ସାଜିଛନ୍ତି ଯୁବ ସମାଜସେବୀ ହିମାଂଶୁ ।

ଯାଜପୁର,ତା-୦୮/୧୦(ପିପିଟି); ଅଂଶୁମାନ ମେମୋରିଆଲ ଟ୍ରଷ୍ଟର ସମ୍ପାଦକ ତଥା ଯୁବ ସମାଜସେବୀ ହିମାଂଶୁ ଶେଖର ସାହୁ ରସୁଲପୁର ବ୍ଲକ କଲଣ ପଞ୍ଚାୟତର କୈବର୍ତ୍ତ ସାହିର ପୁରୁଷୋତ୍ତମ ଗୁରୁ ତାଙ୍କର ଏକ ଦୁର୍ଘଟଣାରେ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଖବର ପାଇ ଟ୍ରଷ୍ଟର ସମ୍ପାଦକ ତାର ଚିକିତ୍ସା ପାଇଁ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ତତସହିତ ସିଂହାପୁର ପଞ୍ଚାୟତର ଜଗନ୍ନାଥ ପୁର ଗ୍ରାମ ର ସୁଦାମ ବେହେରାଙ୍କ ବିୟୋଗ ଖବର ପାଇ ତାଙ୍କ ଘରେ ପହଁଚି ଗଭୀର ଶୋକପ୍ରକାଶ କରିବା ସହ ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

Comments (0)
Add Comment