ଯାଜପୁର,୨୦/୧୦(ପିପିଟି) : ଯାଜପୁର ଜିଲ୍ଲା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ କରୋନା ପଜେଟିଭି ବୋଲି ନିଜର ସୋସିଲମିଡ଼ିଆ ରେ ଲେଖିଛନ୍ତି । ସେ ଲେଖିଛନ୍ତି ମୋ କୌଣସି ଲକ୍ଷଣ ନାହିଁ ଯେହେତୁ ସ୍ୱାବ ଟେଷ୍ଟ ରେ ପଜେଟିଭି ଆସିଛି ଡାକ୍ତରଙ୍କ ପରାମର୍ଶରେ ନେଇ ଦୁଇ ସପ୍ତାହ ପାଇଁ ସଙ୍ଗରୋଧ କେନ୍ଦ୍ର ରେ ରହିବି । ସୁକିନ୍ଦା ତଥା ଓଡିଶା କୋଣ ଅନୁକୋଣରୁ ବିଧାୟକ ତୁରନ୍ତ ସୁସ୍ଥ ହୋଇ ଫେରୁନ୍ତୁ ବୋଲି ସୋସିଲମିଡ଼ିଆ ରେ ବାର୍ତ୍ତା ଆସୁଛି