ସୁକିନ୍ଦାବାସୀ ସମୂହ ଦୀପଜାଳି ବିଧାୟକ ପ୍ରୀତିରଞ୍ଜନ ଘଡେଇ ଆଶୁ ଅରୋଗ୍ୟ କମାନ କଲେ ।

ଯାଜପୁର,୨୧/୧୦(ପିପିଟି); ବିଧାୟକ ପ୍ରୀତିରଞ୍ଜନ ଘଡେଇ ଙ୍କ କରୋନା ପଜେଟିଭି ଖବର ପାଇଲପରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତ ରେ କର୍ମୀ ମାନେ ସମୂହ ଦୀପ ଦାନ କରି ବିଧାୟକ ଆଶୁ ଆରୋଗ୍ୟ କାମନା କରିଛନ୍ତି। ନବରାତ୍ରୀ ଚାଲିଥିବାରୁ ଜିଲାପରିଷଦ ସଭ୍ୟ ପ୍ରଦୀପ କୁମାର ମହାନ୍ତି ମା ଦୁର୍ଗା ଙ୍କ ପାଖରେ ଦୀପ ଜାଳି ବିଧାୟକ ଅତି ଶୀଘ୍ର ସୁସ୍ଥ ହୋଇ ଫେରନ୍ତୁ ବୋଲି କାମନା କରିଛନ୍ତି ।

Comments (0)
Add Comment