ବେଗୁନିଆପଡା,୧୧/୦୪- ବେଗୁନିଆପଡା ବ୍ଲକ୍ ଅନ୍ତର୍ଗତ ସାଙ୍କୁଡା ପଞ୍ଚାୟତରେ ଆର୍ଟ ଅଫ୍ ଲିଭିଙ୍ଗ୍ ତରଫରୁ ଦେବାଶିଷ ମହାରଣା,କୈଳାଶ ସାହୁ,ପ୍ରଶାନ୍ତ କୁମାର ପରିଡା,ବାବୁ ସାହୁଙ୍କ ତତ୍ତ୍ବାବଧାନରେ ମାଗଣାରେ ମାସ୍କ ବଣ୍ଟନ କରାଯାଇଛି ।