ସାଂସଦଙ୍କ ଦ୍ବାରା ସ୍ବାସ୍ଥ୍ୟକେନ୍ଦ୍ର ଗୃହ ଉଦ୍‌ଘାଟନ।

ତିର୍ତ୍ତୋଲ,୦୪/୦୪(ପିପିଟି);ଆଜି ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନୂତନ ଵର୍ହିଵିଭାଗ ଗୃହର ଶୁଭ ଉଦ୍‌ଘାଟନ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ଦ୍ଵାରା ହୋଇଅଛି ।ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ ଦ୍ଵାରା ଆୟୋଜିତ ଏହି ସମାରୋହରେ ପାରାଦୀପ ବିଧାୟକ ସମ୍ବିତ କୁମାର ରାଉତରାୟ, ଜଗତସିଂହପୁର ଜିଲ୍ଲାପରିଷଦ ଉପସଭାପତି ସୁଜାତା ମହାନ୍ତି, ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ତିର୍ତ୍ତୋଲ ବ୍ଲକ ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ମହାନ୍ତି, ତିର୍ତ୍ତୋଲ ବ୍ଲକ ବିଡିଓ ଅଟଳ ବିହାରୀ ସ୍ଵାଇଁ ପ୍ରମୁଖ ଯୋଗ ଦେଇଥିଲେ ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି । )

Comments (0)
Add Comment