ସମସ୍ୟାର ସମାଧାନ ପାଇଁ ଆଲୋଚନା ।

ଯାଜପୁର,୩୦/୦୯(ପିପିଟି); ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ବନ୍ୟା ନିୟନ୍ତ୍ରଣ, ପାଣି ନିଷ୍କାସନ ଓ ଚାଷୀମାନଙ୍କ ସମସ୍ୟା ର ସମାଧାନ ପାଇଁ ବିଭାଗୀୟ କତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ)ଅକ୍ଷୟ କୁମାର ମଲ୍ଲିକ ,ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ମିହିର ପ୍ରସାଦ ମହାନ୍ତି ଓ ବିଭାଗୀୟ କତ୍ତୃପକ୍ଷ ଉପସ୍ଥିତ ଥିଲେ ।

Comments (0)
Add Comment