ସଂଯୁକ୍ତ ସଂଗଠନ ପକ୍ଷରୁ ଶୁଖିଲା ଖାଦ୍ୟ,ମାସ୍କ ସାନିଟାଇଜର ବଣ୍ଟନ।

ବୋଲଗଡ଼ ୨୦/୦୯(ପିପିଟି): ସଂଯୁକ୍ତ ସଂଗଠନ ପକ୍ଷରୁ ରାଜ ସୁନାଖଳା ଅଞ୍ଚଳରେ ଶୁଖିଲା ଖାଦ୍ୟ ଓ ମାସ୍କ୍ , ସାନିଟାଇଜର ବଣ୍ଟନ କରାଯାଇଛି। ସଙ୍ଗଠନ ର ସଭାପତି ସେକ୍ ସାହିଲଙ୍କ ନେତୃତ୍ଵ କ୍ରମେ ଗତ ଘଟିଯାଇ ଥିବା ଲାଗାଣ ଲଘୁ ଚାପଜନିତ ଯୋଗୁଁ ପ୍ରାୟ କେତେ ଗୁଡ଼ିଏ ଅଞ୍ଚଳ ଜଳ ମଗ୍ନ ରହି ଥିବା ସୂଚନା ପାଇ ତାଙ୍କ ସଂଗଠନର ସନା ତନ ସାହୁ ,ଓମ ପ୍ରକାଶ ବିଶ୍ଵାଳ ,ସୁନିଲ ଜୟ ସିଂହ ଓ ପାର୍ଥ ପରିଡ଼ାଙ୍କ ଦ୍ଵାରା ସୁନାଖଳା ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବା ସହ ଗରିବ ଅସହାୟ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି।

(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment