ଷଷ୍ଠ ଗଡଜାତ ଲୋକ ମହୋତ୍ସବ ଅନୁଷ୍ଠିତ।

ହରଭଙ୍ଗା,୧୫/୧୨(ପିପିଟି):ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ବିର ନରସିଂହପୁର ଏସ.ସି ଉଚ୍ଚ ବିଦ୍ୟାଳୟ ପରିସର ରେ ଷଷ୍ଠ ଗଡ଼ଜାତ ଲୋକ ମହୋତ୍ସବ ୨୦୨୨ ଅନୁଷ୍ଠିତ ହୋଇଯାଇଛି। ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବକୁ ଉଦଘାଟନ କରିବା ସହ କଳା କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ମାନ ପତ୍ର ପ୍ରଦାନ କରିଛନ୍ତି। ବୌଦ୍ଧ ଜିଲାପରିଷଦ ଉପାଧ୍ୟକ୍ଷ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ ବୌଦ୍ଧ ଉପସ୍ଥିତ ଥିଲେ।

Comments (0)
Add Comment