ଲେବର ପ୍ରୋଗ୍ରେସିଭ ଫେଡେରେସନର ପ୍ରଥମ ବର୍ଷକ ଉତ୍ସବ।

ଭୁବନେଶ୍ବର,୧୫/୧୨(ପିପିଟି):ଭୁବନେଶ୍ୱର ଜୟଦେବ ଭବନ ଠାରେ ଲେବର ପ୍ରୋଗ୍ରେସିଭ ଫେଡେରେସନ୍ ଓଡିଶା ରାଜ୍ଯ ପରିଷଦର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି। ରାଜ୍ୟସଭା ସାଂସଦ ଏମ. ସନମୁଗମ ଯୋଗ ଦେଇଛନ୍ତି ଏବଂ ଲେବର ପ୍ରୋଗ୍ରେସିଭ ଫେଡେରେସନର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

Comments (0)
Add Comment