କେନ୍ଦୁଝର,୦୬/୦୮:କେନ୍ଦୁଝର ଭୂ ବନ୍ଦୋବସ୍ଥ ଅଫିସର ସହାୟକ ନଥିପତ୍ର ରକ୍ଷକ ହାଡିବନ୍ଧୁ ବେହେରା ଜଣେ ବ୍ୟକ୍ତିଙ୍କ ଠାରୁ ଅମୀନ ରିପୋଟ ଓ ଡ୍ରାଫ ଖତିୟାନ ଦେବା ପାଇଁ ୩୦୦୦ ହଜାର ଟଙ୍କା ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ବିଭାଗ । ତାଙ୍କ ଠାରୁ ୫୦୦ ଟଟିଆ ୫ ଟା ୨୦୦ ଟଙ୍କିଆ ୧ ଟା ୧୦୦ ଟଙ୍କିଆ ୩ଟା ଜବତ କଲା ଭିଜିଲାନ୍ସ ବିଭାଗ । ତାଙ୍କର ସରକାରୀ ଅଫିସ୍ ଓ ବାସଭବନରେ ଭିଜିଲାନ୍ସ ଚଢ଼ାଉ ।