ରୋଗରେ ପୀଡ଼ିତ ବ୍ଯକ୍ତିଙ୍କୁ ଭେଟି ସହାୟତା ପ୍ରଦାନ କଲେ ପୋଲସରା ବିଧାୟକ ।

ବୁଗୁଡା,୧୮/୦୯(ପିପିଟି); ବୁଗୁଡା ବ୍ଲକ ଅନ୍ତର୍ଗତ ଅରଖପୁର ଗ୍ରାମର କୋକ ସ୍ୱାଇଁ ଗୁରୁତ୍ୱର ରୋଗରେ ପୀଡିତ ହୋଇଛନ୍ତି। ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଘରକୁ ଯାଇ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଓଡିଶା ସରକାରଙ୍କ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୭୫ ହଜାର ଟଙ୍କାର ଆର୍ଥିକ ସହାୟତା ଚେକ ପ୍ରଦାନ କରିଛନ୍ତି।ବୁଗୁଡା ତହସିଲଦାର ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

Comments (0)
Add Comment