ରାୟଗଡା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୬୯ ।

ରାୟଗଡା ,ତା-୦୪/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୩,୪୧୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୮୪,୦୭୩, ଚିକିତ୍ସିତ ସଂଖ୍ୟା ୨୮,୭୬୩, ମୃତ ସଂଖ୍ୟା ୫୨୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୬୯ ସହ ରାୟଗଡା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫,୧୪୧, ସୁସ୍ଥ ସଂଖ୍ୟା ୪,୪୩୨,ଚିକିତ୍ସିତ ସଂଖ୍ୟା ୬୮୨ ଏବଂ ମୃତ ସଂଖ୍ୟା ୨୭ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୨୬୭ ହୋଇଥିବା ବେଳେ ରାୟଗଡା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୬୯ ବୋଲି ଜଣାପଡିଛି ।

Comments (0)
Add Comment