ରାୟଗଡା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୦୪ ।

ରାୟଗଡା ,ତା-୩୦/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦,୯୩୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୭୦,୭୧୪, ଚିକିତ୍ସିତ ସଂଖ୍ୟା ୨୯,୬୮୫, ମୃତ ସଂଖ୍ୟା ୪୮୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୦୪ ସହ ରାୟଗଡା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪,୭୬୯, ସୁସ୍ଥ ସଂଖ୍ୟା ୨,୯୪୫,ଚିକିତ୍ସିତ ସଂଖ୍ୟା ୧,୮୦୧ ଏବଂ ମୃତ ସଂଖ୍ୟା ୨୩ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୦୧୪ ହୋଇଥିବା ବେଳେ ରାୟଗଡା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୦୪ ବୋଲି ଜଣାପଡିଛି ।

Comments (0)
Add Comment