ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୨୦,୮୦୩, ମୃତ୍ୟୁ ସଂଖ୍ୟା ୧,୭୬୫ ।

ଭୁବନେଶ୍ବର,୦୫/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୦୯ । ବର୍ତ୍ତମାନ ସୁଦ୍ଧା ୬୧,୦୨,୬୫୧ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୨୦,୮୦୩ ଚିହ୍ନଟ ହୋଇଛନ୍ତି ୩,୧୪,୬୬୫ ଜଣ ସୁସ୍ଥ ହୋଇଥିବା ବେଳେ ୪,୫୫୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୭୬୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୪୦୯ ଜଣଙ୍କ ମଧ୍ୟରୁ ୨୩୪ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୧୭୫ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Comments (0)
Add Comment