ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୨,୭୨,୨୫୦, ମୃତ୍ୟୁ ସଂଖ୍ୟା ୧,୧୬୮ ।

ଭୁବନେଶ୍ବର,୨୦/୧୦(ପିପିଟି);ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧,୯୦୪ । ବର୍ତ୍ତମାନ ସୁଦ୍ଧା ୪୧,୧୭,୦୯୦ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୨,୭୨,୨୫୦ ଚିହ୍ନଟ ହୋଇଛନ୍ତି ୨,୪୯,୫୭୫ ଜଣ ସୁସ୍ଥ ହୋଇଥିବା ବେଳେ ୨୧,୪୫୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୧୬୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୧,୯୦୪ ଜଣଙ୍କ ମଧ୍ୟରୁ ୧,୧୧୫ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୭୮୯ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Comments (0)
Add Comment