ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୨,୭୦,୩୪୬, ମୃତ୍ୟୁ ସଂଖ୍ୟା ୧,୧୫୨ ।

ଭୁବନେଶ୍ବର,୧୯/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧,୯୮୨ । ବର୍ତ୍ତମାନ ସୁଦ୍ଧା ୪୦,୮୨,୦୬୩ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୨,୭୦,୩୪୬ ଚିହ୍ନଟ ହୋଇଛନ୍ତି ୨,୪୬,୮୩୭ ଜଣ ସୁସ୍ଥ ହୋଇଥିବା ବେଳେ ୨୨,୩୦୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୧୫୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୧,୯୮୨ ଜଣଙ୍କ ମଧ୍ୟରୁ ୧,୧୫୬ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୮୨୬ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Comments (0)
Add Comment