ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୨,୬୮,୩୬୪, ମୃତ୍ୟୁ ସଂଖ୍ୟା ୧,୧୩୫ ।

ଭୁବନେଶ୍ବର,୧୮/୧୦(ପିପିଟି);ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨,୦୧୯ । ବର୍ତ୍ତମାନ ସୁଦ୍ଧା ୪୦,୪୩,୩୨୩ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୨,୬୮,୩୬୪ ଚିହ୍ନଟ ହୋଇଛନ୍ତି ୨,୪୪,୨୨୭ ଜଣ ସୁସ୍ଥ ହୋଇଥିବା ବେଳେ ୨୨,୯୪୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୧୩୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୨,୦୧୯ ଜଣଙ୍କ ମଧ୍ୟରୁ ୧,୧୬୮ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୮୫୧ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Comments (0)
Add Comment