ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୪୪,୬୪୭ମୃତ୍ୟୁ ସଂଖ୍ୟା ୧୯୨୩।

ଭୁବନେଶ୍ବର ୦୭/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୭୯୧। କରୋନା ପଜିଟିଭ ସଂଖ୍ୟା ୩,୪୪,୬୪୭ ଚିହ୍ନଟ ହୋଇଛନ୍ତି ୩,୩୮,୪୧୬ ଜଣ ସୁସ୍ଥ ହୋଇଥିବା ବେଳେ ୪୨୫୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୯୨୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୪,୩୧୭ସୁସ୍ଥ ସଂଖ୍ୟା ୫୩,୩୧୯ ଚିକିତ୍ସିତ ସଂଖ୍ୟା ୬୪୭, ମୃତ ସଂଖ୍ୟା ୩୪୧, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୭୨୮ସୁସ୍ଥ ସଂଖ୍ୟା ୨୯,୩୩୩ ଚିକିତ୍ସିତ ସଂଖ୍ୟା ୨୪୯, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୨,୦୪୮, ସୁସ୍ଥ ସଂଖ୍ୟା ୨୧,୭୨୦ ଚିକିତ୍ସିତ ସଂଖ୍ୟା ୬୫ ମୃତ ସଂଖ୍ୟା ୨୪୮ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment