ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୪୦୧୯୪ମୃତ୍ୟୁ ସଂଖ୍ୟା ୧,୯୨୦ ।

ଭୁବନେଶ୍ବର ୨୮/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୯୦। କରୋନା ପଜିଟିଭ ସଂଖ୍ୟା ୩,୪୦୧୯୪ ଚିହ୍ନଟ ହୋଇଛନ୍ତି ୩,୩୬,୫୭୧ଜଣ ସୁସ୍ଥ ହୋଇଥିବା ବେଳେ ୧୬୫୦ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୨୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୩,୬୫୧ସୁସ୍ଥ ସଂଖ୍ୟା ୫୩,୦୧୮ ଚିକିତ୍ସିତ ସଂଖ୍ୟା ୨୮୩, ମୃତ ସଂଖ୍ୟା ୩୪୦, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୪୭୯  ସୁସ୍ଥ ସଂଖ୍ୟା ୨୯,୧୨୯ ଚିକିତ୍ସିତ ସଂଖ୍ୟା ୨୦୪, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୯୫୧, ସୁସ୍ଥ ସଂଖ୍ୟା ୨୧,୬୭୬, ଚିକିତ୍ସିତ ସଂଖ୍ୟା ୧୯, ମୃତ ସଂଖ୍ୟା ୨୪୮ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment