ଭୁବନେଶ୍ବର ୨୫/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୭୦। କରୋନା ପଜିଟିଭ ସଂଖ୍ୟା ୩,୩୯,୪୬୦ ଚିହ୍ନଟ ହୋଇଛନ୍ତି ୩,୩୬,୩୩୭ଜଣ ସୁସ୍ଥ ହୋଇଥିବା ବେଳେ ୧୧୫୮ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୧୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୩,୪୯୭ସୁସ୍ଥ ସଂଖ୍ୟା ୫୨,୯୯୮ ଚିକିତ୍ସିତ ସଂଖ୍ୟା ୧୪୯, ମୃତ ସଂଖ୍ୟା ୩୪୦, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୪୧୫, ସୁସ୍ଥ ସଂଖ୍ୟା ୨୯,୦୯୪ ଚିକିତ୍ସିତ ସଂଖ୍ୟା ୧୭୫, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୯୩୯, ସୁସ୍ଥ ସଂଖ୍ୟା ୨୧,୬୭୨, ଚିକିତ୍ସିତ ସଂଖ୍ୟା ୧୧, ମୃତ ସଂଖ୍ୟା ୨୪୮ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।