ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୮,୨୫୮,ମୃତ୍ୟୁ ସଂଖ୍ୟା ୧,୯୧୮ ।

ଭୁବନେଶ୍ବର,୧୬/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୫ । କରୋନା ପଜିଟିଭ ସଂଖ୍ୟା ୩,୩୮,୩୨୩ ଚିହ୍ନଟ ହୋଇଛନ୍ତି ୩,୩୫,୭୩୦ ଜଣ ସୁସ୍ଥ ହୋଇଥିବା ବେଳେ ୬୨୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୧୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୩,୩୩,ସୁସ୍ଥ ସଂଖ୍ୟା ୫୨,୯୨୪, ଚିକିତ୍ସିତ ସଂଖ୍ୟା ୬୨, ମୃତ ସଂଖ୍ୟା ୩୩୯, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୨୪୫, ସୁସ୍ଥ ସଂଖ୍ୟା ୨୯,୦୩୩, ଚିକିତ୍ସିତ ସଂଖ୍ୟା ୬୬, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୯୧୪, ସୁସ୍ଥ ସଂଖ୍ୟା ୨୧,୬୪୭, ଚିକିତ୍ସିତ ସଂଖ୍ୟା ୧୧, ମୃତ ସଂଖ୍ୟା ୨୪୮ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment