ଭୁବନେଶ୍ବର,୧୫/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୬ । କରୋନା ପଜିଟିଭ ସଂଖ୍ୟା ୩,୩୮,୨୫୮ ଚିହ୍ନଟ ହୋଇଛନ୍ତି ୩,୩୫,୬୬୦ ଜଣ ସୁସ୍ଥ ହୋଇଥିବା ବେଳେ ୬୨୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୧୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୩,୩୩୦,ସୁସ୍ଥ ସଂଖ୍ୟା ୫୨,୯୧୮, ଚିକିତ୍ସିତ ସଂଖ୍ୟା ୬୩, ମୃତ ସଂଖ୍ୟା ୩୩୯, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୨୪୦, ସୁସ୍ଥ ସଂଖ୍ୟା ୨୯,୦୩୦, ଚିକିତ୍ସିତ ସଂଖ୍ୟା ୬୪, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୯୧୧, ସୁସ୍ଥ ସଂଖ୍ୟା ୨୧,୬୪୫, ଚିକିତ୍ସିତ ସଂଖ୍ୟା ୦୮, ମୃତ ସଂଖ୍ୟା ୨୪୮ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।