ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୭,୫୨୯,ମୃତ୍ୟୁ ସଂଖ୍ୟା ୧,୯୧୭ ।

ଭୁବନେଶ୍ବର,୦୪/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୯୭ । ବର୍ତ୍ତମାନ ସୁଦ୍ଧା ୮୪,୦୫,୦୪୨ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୭,୫୨୯ ଚିହ୍ନଟ ହୋଇଛନ୍ତି ୩,୩୪,୭୬୭ ଜଣ ସୁସ୍ଥ ହୋଇଥିବା ବେଳେ ୭୯୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୧୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୩,୨୪୦,ସୁସ୍ଥ ସଂଖ୍ୟା ୫୨,୮୩୦, ଚିକିତ୍ସିତ ସଂଖ୍ୟା ୬୨, ମୃତ ସଂଖ୍ୟା ୩୩୮, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୧୭୫, ସୁସ୍ଥ ସଂଖ୍ୟା ୨୮,୯୮୪, ଚିକିତ୍ସିତ ସଂଖ୍ୟା ୪୫, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୮୯୮, ସୁସ୍ଥ ସଂଖ୍ୟା ୨୧,୬୩୭, ଚିକିତ୍ସିତ ସଂଖ୍ୟା ୦୫, ମୃତ ସଂଖ୍ୟା ୨୪୮, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ରାଜ୍ୟରେ ନୂତନ ଆକ୍ରାନ୍ତ ୮୧ ଜଣଙ୍କ ମଧ୍ୟରୁ ୪୯ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୩୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Comments (0)
Add Comment