ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୫,୨୧୧,ମୃତ୍ୟୁ ସଂଖ୍ୟା ୧,୯୦୬ ।

ଭୁବନେଶ୍ବର,୦୨/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୦ । ବର୍ତ୍ତମାନ ସୁଦ୍ଧା ୭୭,୫୧,୪୮୦ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୫,୨୧୧ ଚିହ୍ନଟ ହୋଇଛନ୍ତି ୩,୩୨,୨୩୯ ଜଣ ସୁସ୍ଥ ହୋଇଥିବା ବେଳେ ୧,୦୧୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୦୬ ଜଣଙ୍କର `ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୩,୦୫୯,ସୁସ୍ଥ ସଂଖ୍ୟା ୫୨,୬୫୮, ଚିକିତ୍ସିତ ସଂଖ୍ୟା ୫୬, ମୃତ ସଂଖ୍ୟା ୩୩୫, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୦୩୫, ସୁସ୍ଥ ସଂଖ୍ୟା ୨୮,୭୯୬, ଚିକିତ୍ସିତ ସଂଖ୍ୟା ୯୪, ମୃତ ସଂଖ୍ୟା ୧୪୧, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୮୭୩, ସୁସ୍ଥ ସଂଖ୍ୟା ୨୧,୬୧୦, ଚିକିତ୍ସିତ ସଂଖ୍ୟା ୦୭, ମୃତ ସଂଖ୍ୟା ୨୪୮, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ରାଜ୍ୟରେ ନୂତନ ଆକ୍ରାନ୍ତ ୬୦ ଜଣଙ୍କ ମଧ୍ୟରୁ ୩୬ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୨୪ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Comments (0)
Add Comment