ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୪,୯୫୮,ମୃତ୍ୟୁ ସଂଖ୍ୟା ୧,୯୦୬ ।

ଭୁବନେଶ୍ବର,୩୦/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୦୮ । ବର୍ତ୍ତମାନ ସୁଦ୍ଧା ୭୬,୮୫,୭୭୬ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୪,୯୫୮ ଚିହ୍ନଟ ହୋଇଛନ୍ତି ୩,୩୧,୮୨୪ ଜଣ ସୁସ୍ଥ ହୋଇଥିବା ବେଳେ ୧,୧୭୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୦୬ ଜଣଙ୍କର `ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୩,୦୨୮,ସୁସ୍ଥ ସଂଖ୍ୟା ୫୨,୬୨୩, ଚିକିତ୍ସିତ ସଂଖ୍ୟା ୫୧, ମୃତ ସଂଖ୍ୟା ୩୩୫, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୦୨୧, ସୁସ୍ଥ ସଂଖ୍ୟା ୨୮,୭୭୪, ଚିକିତ୍ସିତ ସଂଖ୍ୟା ୧୦୨, ମୃତ ସଂଖ୍ୟା ୧୪୧, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୮୬୮, ସୁସ୍ଥ ସଂଖ୍ୟା ୨୧,୬୦୪, ଚିକିତ୍ସିତ ସଂଖ୍ୟା ୦୮, ମୃତ ସଂଖ୍ୟା ୨୪୮, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ରାଜ୍ୟରେ ନୂତନ ଆକ୍ରାନ୍ତ ୧୦୮ ଜଣଙ୍କ ମଧ୍ୟରୁ ୬୩ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୪୫ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Comments (0)
Add Comment