ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୪,୭୮୦,ମୃତ୍ୟୁ ସଂଖ୍ୟା ୧,୯୦୬ ।

ଭୁବନେଶ୍ବର,୨୮/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୧୩ । ବର୍ତ୍ତମାନ ସୁଦ୍ଧା ୭୬,୩୫,୮୮୭ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୪,୭୮୦ ଚିହ୍ନଟ ହୋଇଛନ୍ତି ୩,୩୧,୫୩୫ ଜଣ ସୁସ୍ଥ ହୋଇଥିବା ବେଳେ ୧,୨୮୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୦୬ ଜଣଙ୍କର `ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୩,୦୨୩,ସୁସ୍ଥ ସଂଖ୍ୟା ୫୨,୬୨୦, ଚିକିତ୍ସିତ ସଂଖ୍ୟା ୫୮, ମୃତ ସଂଖ୍ୟା ୩୩୫, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୦୦୮, ସୁସ୍ଥ ସଂଖ୍ୟା ୨୮,୭୬୬, ଚିକିତ୍ସିତ ସଂଖ୍ୟା ୯୭, ମୃତ ସଂଖ୍ୟା ୧୪୧, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୮୬୭, ସୁସ୍ଥ ସଂଖ୍ୟା ୨୧,୬୦୦, ଚିକିତ୍ସିତ ସଂଖ୍ୟା ୧୧, ମୃତ ସଂଖ୍ୟା ୨୪୮, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ରାଜ୍ୟରେ ନୂତନ ଆକ୍ରାନ୍ତ ୧୧୩ ଜଣଙ୍କ ମଧ୍ୟରୁ ୬୭ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୪୬ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Comments (0)
Add Comment