ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୪,୩୦୦, ମୃତ୍ୟୁ ସଂଖ୍ୟା ୧,୯୦୫ ।

ଭୁବନେଶ୍ବର,୨୪/୦୧(ପିପିଟି);ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୫୦ । ବର୍ତ୍ତମାନ ସୁଦ୍ଧା ୭୫,୪୮,୪୨୮ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୪,୩୦୦ ଚିହ୍ନଟ ହୋଇଛନ୍ତି ୩,୩୦,୯୬୨ ଜଣ ସୁସ୍ଥ ହୋଇଥିବା ବେଳେ ୧,୩୮୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୦୫ ଜଣଙ୍କର `ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୨,୯୮୯,ସୁସ୍ଥ ସଂଖ୍ୟା ୫୨,୫୮୦, ଚିକିତ୍ସିତ ସଂଖ୍ୟା ୬୪, ମୃତ ସଂଖ୍ୟା ୩୩୫, କଟକ ଜିଲାରେ ଆକ୍ରାନ୍ତ ସଂଖ୍ୟା ୨୮,୯୫୮, ସୁସ୍ଥ ସଂଖ୍ୟା ୨୮,୭୩୯, ଚିକିତ୍ସିତ ସଂଖ୍ୟା ୭୪, ମୃତ ସଂଖ୍ୟା ୧୪୧, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୮୬୨, ସୁସ୍ଥ ସଂଖ୍ୟା ୨୧,୫୯୨, ଚିକିତ୍ସିତ ସଂଖ୍ୟା ୧୪, ମୃତ ସଂଖ୍ୟା ୨୪୮, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ରାଜ୍ୟରେ ନୂତନ ଆକ୍ରାନ୍ତ ୧୫୦ ଜଣଙ୍କ ମଧ୍ୟରୁ ୮୯ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୬୧ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Comments (0)
Add Comment