ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୩,୭୨୩, ମୃତ୍ୟୁ ସଂଖ୍ୟା ୧,୯୦୨ ।

ଭୁବନେଶ୍ବର,୨୦/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୫୭ । ବର୍ତ୍ତମାନ ସୁଦ୍ଧା ୭୪,୫୨,୦୨୦ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୩,୭୨୩ ଚିହ୍ନଟ ହୋଇଛନ୍ତି ୩,୩୦,୦୫୧ ଜଣ ସୁସ୍ଥ ହୋଇଥିବା ବେଳେ ୧,୭୧୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୦୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୨,୯୫୮,ସୁସ୍ଥ ସଂଖ୍ୟା ୫୨,୫୩୪, ଚିକିତ୍ସିତ ସଂଖ୍ୟା ୮୦, ମୃତ ସଂଖ୍ୟା ୩୩୪, କଟକ ଜିଲାରେ ଆକ୍ରାନ୍ତ ସଂଖ୍ୟା ୨୮,୯୨୧, ସୁସ୍ଥ ସଂଖ୍ୟା ୨୮,୭୧୦, ଚିକିତ୍ସିତ ସଂଖ୍ୟା ୬୭, ମୃତ ସଂଖ୍ୟା ୧୪୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୮୫୪, ସୁସ୍ଥ ସଂଖ୍ୟା ୨୧,୫୮୨, ଚିକିତ୍ସିତ ସଂଖ୍ୟା ୧୬, ମୃତ ସଂଖ୍ୟା ୨୪୮, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ରାଜ୍ୟରେ ନୂତନ ଆକ୍ରାନ୍ତ ୧୫୭ ଜଣଙ୍କ ମଧ୍ୟରୁ ୯୩ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୬୪ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Comments (0)
Add Comment