ଭୁବନେଶ୍ବର,୧୮/୦୧(ପିପିଟି);ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୩୪ । ବର୍ତ୍ତମାନ ସୁଦ୍ଧା ୭୪,୦୨,୫୩୮ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୩,୪୪୪ ଚିହ୍ନଟ ହୋଇଛନ୍ତି ୩,୨୯,୫୪୬ ଜଣ ସୁସ୍ଥ ହୋଇଥିବା ବେଳେ ୧,୯୪୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୦୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୨,୯୪୫,ସୁସ୍ଥ ସଂଖ୍ୟା ୫୨,୫୦୧, ଚିକିତ୍ସିତ ସଂଖ୍ୟା ୧୦୦, ମୃତ ସଂଖ୍ୟା ୩୩୪, କଟକ ଜିଲାରେ ଆକ୍ରାନ୍ତ ସଂଖ୍ୟା ୨୮,୯୧୩, ସୁସ୍ଥ ସଂଖ୍ୟା ୨୮,୬୭୭, ଚିକିତ୍ସିତ ସଂଖ୍ୟା ୯୨, ମୃତ ସଂଖ୍ୟା ୧୪୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୮୪୭, ସୁସ୍ଥ ସଂଖ୍ୟା ୨୧,୫୭୯, ଚିକିତ୍ସିତ ସଂଖ୍ୟା ୧୨, ମୃତ ସଂଖ୍ୟା ୨୪୮, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ରାଜ୍ୟରେ ନୂତନ ଆକ୍ରାନ୍ତ ୧୩୪ ଜଣଙ୍କ ମଧ୍ୟରୁ ୭୯ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୫୫ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।