ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୧,୧୫୨, ମୃତ୍ୟୁ ସଂଖ୍ୟା ୧,୮୮୮ ।

ଭୁବନେଶ୍ବର,୦୭/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୩୦ । ବର୍ତ୍ତମାନ ସୁଦ୍ଧା ୭୦,୮୬,୭୩୦ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୧,୧୫୧ ଚିହ୍ନଟ ହୋଇଛନ୍ତି ୩,୨୭,୦୦୮ ଜଣ ସୁସ୍ଥ ହୋଇଥିବା ବେଳେ ୨,୨୦୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୮୮୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୨୩୦ ଜଣଙ୍କ ମଧ୍ୟରୁ ୧୩୪ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୯୬ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Comments (0)
Add Comment