ଭୁବନେଶ୍ବର,୧୨/୧୨(ପିପିଟି);
ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୩୫ । ବର୍ତ୍ତମାନ ସୁଦ୍ଧା ୬୩,୪୫,୭୦୫ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୨୩,୩୬୪ ଚିହ୍ନଟ ହୋଇଛନ୍ତି ୩,୧୮,୨୭୮ ଜଣ ସୁସ୍ଥ ହୋଇଥିବା ବେଳେ ୩,୨୩୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୮୦୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୩୩୫ ଜଣଙ୍କ ମଧ୍ୟରୁ ୧୯୩ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୧୪୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।